05/07/2026
ଆପଣମାନେ ସନ୍ଦେହ ରେ ରହୁଥିବେ କୋଉଠି B. Ed କରିବେ ,ଫସି ଯିବେନି ତ ? NRECT Institute 15ବର୍ଷ ର ଅନୁଷ୍ଠାନ, ଓଡିଶା EDUCATION DEPARTMENT ସହ ଓତଃପ୍ରୋତ ଭାବେ ଜଡିତ। ଏହା ଏକ EDUCATION CHARITABLE TRUST, ନିସନ୍ଦେହ ରେ Admission ହୁଅନ୍ତୁ ଏଵଂଆମର Vast experience ର ଲାଭ ଉଠାନ୍ତୁ।