USACA

USACA Contact information, map and directions, contact form, opening hours, services, ratings, photos, videos and announcements from USACA, Non-Governmental Organization (NGO), Bhubaneswar, Bhubaneswar.

ଓଡ଼ିଆ ଭାଷା ସାହିତ୍ୟର  #ରକ୍ଷାକର୍ତ୍ତା  #ସ୍ରଷ୍ଠାକର୍ତ୍ତା ତଥା  #ତ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କର ବାଣୀବିହାର ମୁଖ୍ୟ ଫା...
10/01/2025

ଓଡ଼ିଆ ଭାଷା ସାହିତ୍ୟର #ରକ୍ଷାକର୍ତ୍ତା #ସ୍ରଷ୍ଠାକର୍ତ୍ତା ତଥା #ତ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କର ବାଣୀବିହାର ମୁଖ୍ୟ ଫାଟକ ରେ ଥିବା ପ୍ରତିମୂର୍ତ୍ତି ସମ୍ମୁଖରେ ଅନ୍ୟ ଏକ ଭାସ୍କର୍ଯ୍ୟ ସ୍ଥାପନ କରାଯିବ ଅତ୍ୟନ୍ତ ଚିନ୍ତାଜନକ ବିଷୟ...
'' ଜଣେ ମହାପୁରୁଷଙ୍କ ପ୍ରତି ଏହି ଭଳି ଆଚରଣ #ଓଡ଼ିଆ #ଅସ୍ମିତା ପ୍ରତି ପ୍ରଶ୍ନ ସୃଷ୍ଟି କରୁଅଛି "
ଜାନୁଆରୀ 14ତାରିଖରେ ଫକୀର ମୋହନ ଜୟନ୍ତୀ.. ତେଣୁ ଓଡ଼ିଆଙ୍କର #ଭାବାବେଗ କୁ ଦୃଷ୍ଟି ରେ ରଖି #ସରକାର #ପ୍ରଶାସନ ଓ #ବାଣୀବିହାର କର୍ତୃପକ୍ଷ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବେ ବୋଲି ଦୃଢ଼ ଆଶା ଓ ବିଶ୍ୱାସ...
ଫକୀର ମୋହନ ଅମର ରହେ 🙏🙏🙏🙏
#ଉଷାକା

Happy International Women's Day! Here's to celebrating the strength, resilience, and brilliance of women everywhere. May...
08/03/2024

Happy International Women's Day! Here's to celebrating the strength, resilience, and brilliance of women everywhere. May you continue to inspire, empower, and shine brightly in all that you do. Cheers to you, today and every day!
's day

ଓଡ଼ିଆ ଭାଷା ପ୍ରତି ଟଳିନି ବିପଦ..ଓଡ଼ିଆ ଭାଷା କୁ ବଞ୍ଚେଇ ବାକୁ ହେଲେ ଆମକୁ ଫକୀର ମୋହନ ସେନାପତି ହେବାକୁ ପଡ଼ିବ...USACA ପରିବାର ର ସଂକଳ୍ପ ...
16/01/2024

ଓଡ଼ିଆ ଭାଷା ପ୍ରତି ଟଳିନି ବିପଦ..
ଓଡ଼ିଆ ଭାଷା କୁ ବଞ୍ଚେଇ ବାକୁ ହେଲେ ଆମକୁ ଫକୀର ମୋହନ ସେନାପତି ହେବାକୁ ପଡ଼ିବ...
USACA ପରିବାର ର ସଂକଳ୍ପ :- ଓଡ଼ିଆ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର.
ଧନ୍ୟବାଦ ପ୍ରମୁଖ ଖବର କାଗଜ ର ପ୍ରତିନିଧି ମାନଙ୍କୁ ।
#ଓଡ଼ିଆ

ଓଡ଼ିଆ ଭାଷା ସାହତ୍ୟ ର ପୁରୋଧା ବ୍ୟାସକବି ଫକୀରମୋହନ ସନାପତି ମହୋଦୟ ଙ୍କ ଜନ୍ମତିଥି ଅବସର ରେ ଉତ୍କଳ ବିଶଵବିଦ୍ୟାଳୟ ସ୍ଥିତ ପ୍ରତିମୂର୍ତ୍ତି ରେ...
15/01/2024

ଓଡ଼ିଆ ଭାଷା ସାହତ୍ୟ ର ପୁରୋଧା ବ୍ୟାସକବି ଫକୀରମୋହନ ସନାପତି ମହୋଦୟ ଙ୍କ ଜନ୍ମତିଥି ଅବସର ରେ ଉତ୍କଳ ବିଶଵବିଦ୍ୟାଳୟ ସ୍ଥିତ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ !!
ଆଜି ର ସଭା ରେ ଓଡ଼ିଶା ମାଟି ର ଏହି ମହାମନ୍ୱିଶି ଙ୍କ ର ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଥିବା ଅବଦାନ ସଂପର୍କ ରେ ଆଲୋକପାତ କରାଯିବା ସମେତ ଆମ ଭାଷା ସାହିତ୍ୟର ସୁଦୂର ପ୍ରଚାର ପ୍ରସାର ନିମିତ୍ତ କାର୍ଯ୍ୟକ୍ରମ ପନ୍ଥା ତିଆରି କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି।
#ଓଡ଼ିଆ

ସମଗ୍ର ଓଡ଼ିଶା ରେ ନୂଆ ପରିଚୟ ରେ " USACA"ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ !NOSACA ର ପରିବର୍ତ୍ତିତ ନାମ , ସଂଗଠନ ର ପରବର୍ତ୍ତୀ ଆ...
15/01/2024

ସମଗ୍ର ଓଡ଼ିଶା ରେ ନୂଆ ପରିଚୟ ରେ " USACA"
ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ !
NOSACA ର ପରିବର୍ତ୍ତିତ ନାମ , ସଂଗଠନ ର ପରବର୍ତ୍ତୀ ଆଭିମୁଖ୍ୟ ଏବଂ ବ୍ୟାସକବି ଫକୀର ମୋହନ ସେନାପତି ଙ୍କ ଜୟନ୍ତୀ ପାଳନ ନିମିତ୍ତ ପ୍ରାକ୍ ପ୍ରସ୍ତୁତି ବୈଠକ ସମ୍ବନ୍ଧୀୟ ତଥ୍ୟ ପ୍ରମୁଖ ଖବର କାଗଜ ରେ ମୁଦ୍ରିତ।
#ଓଡ଼ିଆ

Address

Bhubaneswar
Bhubaneswar

Telephone

+918073316766

Website

Alerts

Be the first to know and let us send you an email when USACA posts news and promotions. Your email address will not be used for any other purpose, and you can unsubscribe at any time.

Share