12/12/2024
Aji 12/12/2024 ରେ ରିଦ୍ଧି ଫାଉଣ୍ଡେସନ ତରଫରୁ ବହୁତ ସାରା କପଡା ଆଉ ଡ୍ରେସ ଲଷ୍ମୀସାଗର ରେ ଥିବା ଭଗତ singh ୟୁଥ ଆସୋସିଏସନ କୁ ଦିଆଗଲା ଯାହାଦ୍ୱାରା କିଛି ଗରିବ ଲୋକଙ୍କୁ ଏହି ଶୀତ ଦିନରେ କିଛି ସାହାଯ୍ୟ ମିଳି ପାରିବ. ଜୟ ଜଗନ୍ନାଥ
ପ୍ରକୃତ ସେବାର ଅର୍ଥ ସିଏ ବୁଝିଛି
ଯିଏ ଭୋକିଲା ପେଟକୁ ଦାନା ଦେଇଛି
ଏହାହିଁ ଆମର ମୂଳ ମନ୍ତ୍ର
Jharapada
Bhubaneswar
751006
Be the first to know and let us send you an email when RIDHI Foundation posts news and promotions. Your email address will not be used for any other purpose, and you can unsubscribe at any time.
Send a message to RIDHI Foundation: