Maa Saraswati Youth Club, Dolasahi

Maa Saraswati Youth Club, Dolasahi For Social service

ଆସନ୍ତା ଫେବୃଆରି 04 ତାରିଖ ସନ୍ଧ୍ୟା 6 ଘଟିକା ସମୟରେ ମା ସରସ୍ବତୀ ୟୁଥ କ୍ଲବ ଦୋଳସାହି ତରଫରୁ ମା ସରସ୍ବତୀ ପୂଜା ଉପଲକ୍ଷେ ଏକ ନୃତ୍ୟ ପରିବେଷଣ...
12/01/2025

ଆସନ୍ତା ଫେବୃଆରି 04 ତାରିଖ ସନ୍ଧ୍ୟା 6 ଘଟିକା ସମୟରେ ମା ସରସ୍ବତୀ ୟୁଥ କ୍ଲବ ଦୋଳସାହି ତରଫରୁ ମା ସରସ୍ବତୀ ପୂଜା ଉପଲକ୍ଷେ ଏକ ନୃତ୍ୟ ପରିବେଷଣ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଅଛି l ଏଥିରେ ୧୫ ବର୍ଷ ରୁ କମ ବୟସର ନୃତ୍ୟ ଶିଳ୍ପୀ ମାନେ ସମସ୍ତ ଆଧୁନିକ,ଭଜନ,ଦେଶାତ୍ମବୋଧକ, ସଙ୍ଗୀତ ରେ ନୃତ୍ୟ ପରିବେଷଣ କରିପାରିବେ l ଯଦି କୌଣସି ନୃତ୍ୟଶିଳପୀ ଏଥିରେ ଅଂଶଗ୍ରହଣ କରିବା ପାଇଁ ଇଚ୍ଛୁକ ଏହି ନମ୍ବର 9778206490, 9104963003 ରେ ଯୋଗ ଯୋଗ କରି ନିଜର ନାମ ପଞ୍ଜିକରଣ କରିପାରିବେ । ନାମ ପଞ୍ଜିକରଣ ଶେଷ ତାରିଖ 28 January 2025.

Address

Bhadrak
Bhadrak

Telephone

+918160874294

Website

Alerts

Be the first to know and let us send you an email when Maa Saraswati Youth Club, Dolasahi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Maa Saraswati Youth Club, Dolasahi:

Share