Balasore Adibasi Students Association

Call Website

Balasore Adibasi Students Association Empowering Adibasi students in Balasore through education, culture, and community. Join us in our mission to uplift and support our youth.

ବାଲେଶ୍ୱର ଆଦିବାସୀ ଛାତ୍ର ସଂଘ ଓ ସାନ୍ତାଳୀ ଗା‌‌ଓଁତା, ବାଲେଶ୍ୱର ତରଫରୁ ଏକ ପ୍ରତିନିଧି ଦଳ ଫକୀରମୋହନ ବିଶ୍ୱବିଦ୍ୟାଳୟ ର ଉପକୁଳପତିଙ୍କ ସହିତ...
26/05/2026

ବାଲେଶ୍ୱର ଆଦିବାସୀ ଛାତ୍ର ସଂଘ ଓ ସାନ୍ତାଳୀ ଗା‌‌ଓଁତା, ବାଲେଶ୍ୱର ତରଫରୁ ଏକ ପ୍ରତିନିଧି ଦଳ ଫକୀରମୋହନ ବିଶ୍ୱବିଦ୍ୟାଳୟ ର ଉପକୁଳପତିଙ୍କ ସହିତ ଭେଟି ସାନ୍ତାଳୀ ଭାଷାରେ ବି.ଏ (BA) ପାଠ୍ୟକ୍ରମ ଆରମ୍ଭ କରିବା ସହ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ଡିଗ୍ରୀ କଲେଜରେ ସାନ୍ତାଳୀକୁ MIL (Modern Indian Language) ବିଷୟ ଭାବେ ଚାଲୁ କରିବାକୁ ଦାବି କରିଲୁ। ଏହି ଅବସରରେ ଏକ ସ୍ମାରକପତ୍ର ଉପକୁଳପତିଙ୍କୁ ପ୍ରଦାନ କରିଲୁ।

A delegation from the Balasore Adivasi Students Association and Santali Gaonta, Balasore met the Vice-Chancellor of Fakir Mohan University and demanded the introduction of a BA course in Santali language, along with the inclusion of Santali as a Modern Indian Language (MIL) subject in all degree colleges affiliated with the university. On this occasion, a memorandum was also submitted to the Vice-Chancellor.

22/05/2026
07/05/2026

🔥 Get Ready, Balasore! 🔥

North Odisha Tribal Youth Fest 2026 has been rescheduled 🎉

Join us for a bigger and better celebration of culture, youth, and tradition! 🙌

📍 Venue: Zilla School Old Stadium, Balasore
📅 Date: 09 & 10 May 2026
⏰ Time: 03:00 PM onwards

Don’t miss this grand event!

ସୂଚନାଏହା ଦ୍ୱାରା ସମସ୍ତ ଅଂଶଗ୍ରାହୀ, ଅତିଥିମାନେ ଓ ସମସ୍ତ ସହଯୋଗୀଙ୍କୁ ଜଣାଇ ଦିଆଯାଉଛି ଯେ, ନର୍ଥ ଓଡିଶା ଟ୍ରାଇବାଲ୍ ୟୁଥ୍ ଫେଷ୍ଟ – ୨୦୨୬, ...
30/04/2026

ସୂଚନା
ଏହା ଦ୍ୱାରା ସମସ୍ତ ଅଂଶଗ୍ରାହୀ, ଅତିଥିମାନେ ଓ ସମସ୍ତ ସହଯୋଗୀଙ୍କୁ ଜଣାଇ ଦିଆଯାଉଛି ଯେ, ନର୍ଥ ଓଡିଶା ଟ୍ରାଇବାଲ୍ ୟୁଥ୍ ଫେଷ୍ଟ – ୨୦୨୬, ଯାହା ୦୧ ମଇରୁ ୦୩ ମଇ ୨୦୨୬ ପର୍ଯ୍ୟନ୍ତ ଜିଲ୍ଲା ସ୍କୁଲ୍ ପୁରୁଣା ଷ୍ଟାଡିଅମ୍, ବାଲେଶ୍ୱରରେ ଆୟୋଜିତ ହେବାକୁ ଥିଲା, ସେହି କାର୍ଯ୍ୟକ୍ରମଟି ଭାରି ବର୍ଷା ଓ ଅନନୁକୂଳ ପାଗ ପରିସ୍ଥିତି ନିମନ୍ତେ ପୋଷ୍ଟପୋନ୍ (ସ୍ଥଗିତ) କରାଯାଇଛି।
ସମସ୍ତଙ୍କର ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି।
ନୂତନ ତାରିଖ ସହଜରେ ଜଣାଇ ଦିଆଯିବ।
ଏହା ଦ୍ୱାରା ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ ଓ ଆପଣମାନଙ୍କର ସହଯୋଗ ଓ ବୁଝାପଡ଼ା ଆଶା କରୁଛୁ।
ଆଦେଶକ୍ରମେ
ଶିବରାମ ମୁର୍ମୁ,
ସଭାପତି,
ବାଲେଶ୍ୱର ଆଦିବାସୀ ଛାତ୍ର ସଂଘ (BASA)

Join us in celebrating the vibrant spirit of tribal culture at the North Odisha Tribal Youth Fest 2026 🎉📅 Date: 01 May –...
11/04/2026

Join us in celebrating the vibrant spirit of tribal culture at the North Odisha Tribal Youth Fest 2026 🎉

📅 Date: 01 May – 03 May 2026
📍 Venue: Zilla School Old Stadium, Balasore

On the auspicious occasion of the 121st Birth Anniversary of Pandit Raghunath Murmu and 100 Years of Olchiki Script, this grand festival brings together culture, tradition, and youth power.

🎶 Cultural Programs | 🕺 Tribal Dance | 🎤 Music | 🎨 Art & Heritage

ଏହା ଆମ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ବିଷୟ ଯେ, Balasore Adibasi Students Association ଦ୍ୱାରା ଓଲଚିକି ଲିପିର ୧୦୦ ବର୍ଷ ପୂର୍ତ୍ତି ଉ...
24/02/2026

ଏହା ଆମ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ବିଷୟ ଯେ, Balasore Adibasi Students Association ଦ୍ୱାରା ଓଲଚିକି ଲିପିର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ମାରକ ପତ୍ରିକା ପ୍ରକାଶ କରାଯାଉଛି। ଏହି ଐତିହାସିକ ଅବସରରେ ଆମେ ସମସ୍ତ ଗବେଷକ, ସାହିତ୍ୟିକ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଓଲଚିକି ଭାଷାପ୍ରେମୀଙ୍କୁ ଲେଖା ପ୍ରେରଣ ପାଇଁ ସାଦର ଆମନ୍ତ୍ରଣ ଜଣାଉଛୁ।
ଓଲଚିକି ଲିପିର ସ୍ରଷ୍ଟା Pandit Raghunath Murmuଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରି, ଏହି ପତ୍ରିକାରେ ନିମ୍ନୋକ୍ତ ବିଷୟସମୂହରେ ଲେଖା ଆହ୍ୱାନ କରାଯାଉଛି—
ଆପଣଙ୍କ ମୂଲ୍ୟବାନ ଲେଖା ଏହି ସ୍ମାରକ ପତ୍ରିକାକୁ ଅଧିକ ସମୃଦ୍ଧ କରିବ ବୋଲି ଆମର ଆଶା। ଆସନ୍ତୁ, ଓଲଚିକି ଲିପିର ଶତାବ୍ଦୀ ଉତ୍ସବକୁ ସାହିତ୍ୟିକ ଅବଦାନ ଦ୍ୱାରା ସ୍ମରଣୀୟ କରିବା।

ନିବେଦକ:
ଶିବରାମ ମୁର୍ମୁ
ସଭାପତି
Balasore Adibasi Students Association

Address

Balasore

Alerts

Be the first to know and let us send you an email when Balasore Adibasi Students Association posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share