26/05/2026
ବାଲେଶ୍ୱର ଆଦିବାସୀ ଛାତ୍ର ସଂଘ ଓ ସାନ୍ତାଳୀ ଗାଓଁତା, ବାଲେଶ୍ୱର ତରଫରୁ ଏକ ପ୍ରତିନିଧି ଦଳ ଫକୀରମୋହନ ବିଶ୍ୱବିଦ୍ୟାଳୟ ର ଉପକୁଳପତିଙ୍କ ସହିତ ଭେଟି ସାନ୍ତାଳୀ ଭାଷାରେ ବି.ଏ (BA) ପାଠ୍ୟକ୍ରମ ଆରମ୍ଭ କରିବା ସହ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ଡିଗ୍ରୀ କଲେଜରେ ସାନ୍ତାଳୀକୁ MIL (Modern Indian Language) ବିଷୟ ଭାବେ ଚାଲୁ କରିବାକୁ ଦାବି କରିଲୁ। ଏହି ଅବସରରେ ଏକ ସ୍ମାରକପତ୍ର ଉପକୁଳପତିଙ୍କୁ ପ୍ରଦାନ କରିଲୁ।
A delegation from the Balasore Adivasi Students Association and Santali Gaonta, Balasore met the Vice-Chancellor of Fakir Mohan University and demanded the introduction of a BA course in Santali language, along with the inclusion of Santali as a Modern Indian Language (MIL) subject in all degree colleges affiliated with the university. On this occasion, a memorandum was also submitted to the Vice-Chancellor.