Aska ABVP

Aska ABVP Students Power Nations Power

27/02/2024

ଏବିଭିପି ଗଞ୍ଜାମ ଜିଲ୍ଲା ତରଫରୁ ମ୍ୟାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇଁ ବିକ୍ଷୋଭ ପଦର୍ଶନ କରିବା ସହ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।


ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସର ଜିଲ୍ଲା ଆସିକା ନଗର ପକ୍ଷରୁ ନଗର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଷ୍ଟ୍ରୀୟ ସହ ସଂଗଠ...
18/12/2023

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସର ଜିଲ୍ଲା ଆସିକା ନଗର ପକ୍ଷରୁ ନଗର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ମାନନୀୟ ଗୋବିନ୍ଦ ନାୟକ ଭାଇ ଓ ପୂର୍ବ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ଅପାଂଶୁ ଶେଖର ସିଲ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ।

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏବିଭିପି ତରଫରୁ...
10/03/2023

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏବିଭିପି ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

14/01/2023

ମହିଳା କ୍ରିକେଟ ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ରହସ୍ୟଜନକ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ହେଉ: ଏବିଭିପି

ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା ମହିଳା କ୍ରିକେଟ ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁରେ ଏବିଭିପି ଗଭୀର ଶୋକବ୍ୟକ୍ତ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛି।


ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଘୁମୁସର ଜିଲ୍ଲା ଆସିକା ନଗର ତରଫରୁ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୂତନ ସଭାପତି ଭାବେ ଶିକ୍ଷକ ଜଗନ୍...
05/12/2022

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଘୁମୁସର ଜିଲ୍ଲା ଆସିକା ନଗର ତରଫରୁ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୂତନ ସଭାପତି ଭାବେ ଶିକ୍ଷକ ଜଗନ୍ନାଥ ପଢ଼ିଆରି ଓ ସମ୍ପାଦକ ଭାବେ ଛାତ୍ରନେତା ପବିତ୍ର ମୋହନ ବେହେରା ଦାୟିତ୍ୱ ଗ୍ରହଣ କରିବା ସହ ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି।

27/11/2022

अपने बनाए कीर्तिमान को तोड़ने का काम विद्यार्थी परिषद करती है। इस वर्ष 45, 46, 845 सदस्यों जोड़ते हुए पहले के सभी कीर्तिमानों को तोड़ दिया है।
~ सुश्री निधि त्रिपाठी
राष्ट्रीय महामंत्री, अभाविप


ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ  ଆସିକା ନଗର ତରଫରୁ ଆସିକା କୋଚିଙ୍ଗି ସେଣ୍ଟର  ରେ ଝାନ୍ସୀରାଣୀ ଲଷ୍ମୀବାଇ ଙ୍କ ଜନ୍ମ ଜୟନ୍ତୀ ପାଳନ  ହୋଇଯାଇ...
19/11/2022

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆସିକା ନଗର ତରଫରୁ ଆସିକା କୋଚିଙ୍ଗି ସେଣ୍ଟର ରେ ଝାନ୍ସୀରାଣୀ ଲଷ୍ମୀବାଇ ଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି!!


ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସର ଜିଲ୍ଲା ଆସିକା ନଗର ତରଫରୁ, ସଂସ୍କୃତ ମହାବିଦ୍ୟାଳୟ ରେ ଜନଜାତି ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ...
15/11/2022

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସର ଜିଲ୍ଲା ଆସିକା ନଗର ତରଫରୁ, ସଂସ୍କୃତ ମହାବିଦ୍ୟାଳୟ ରେ ଜନଜାତି ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ହେଇଯାଇଛି ।


ଆଜି  ଆସିକା ନଗର ତରଫରୁ ଆଗାମୀ କାଯ୍ୟକ୍ରମ ନିମନ୍ତେ   ନଗର ବୈଠକ ଅନୁଷ୍ଠିତ ହୋଇଯାଇଅଛି।
13/11/2022

ଆଜି ଆସିକା ନଗର ତରଫରୁ ଆଗାମୀ କାଯ୍ୟକ୍ରମ ନିମନ୍ତେ ନଗର ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଆଜିର ଖବର କାଗଜ ପୁଷ୍ଠାରେ..
26/10/2022

ଆଜିର ଖବର କାଗଜ ପୁଷ୍ଠାରେ..

ଅଖିଳ ଭାରତୀୟବିଦ୍ୟାର୍ଥୀ ପରିଷଦ ଘୁମୁସର ଜିଲ୍ଲା ଆସିକା ନଗର ପକ୍ଷରୁ *"କୁନି ମୁହଁରେ ହସ"* ଏକ ନିଆରା ଅଭିଯାନ ମାଧ୍ୟମରେ ବିଭିନ୍ନ ଗ୍ରାମରେ ଛ...
24/10/2022

ଅଖିଳ ଭାରତୀୟବିଦ୍ୟାର୍ଥୀ ପରିଷଦ ଘୁମୁସର ଜିଲ୍ଲା ଆସିକା ନଗର ପକ୍ଷରୁ *"କୁନି ମୁହଁରେ ହସ"* ଏକ ନିଆରା ଅଭିଯାନ ମାଧ୍ୟମରେ ବିଭିନ୍ନ ଗ୍ରାମରେ ଛୋଟ ଛୋଟ ପିଲାଙ୍କୁ ନେଇ ଦୀପାବଳି ପାଳନ କରାଯାଇଛି ।


Address

Aska

Alerts

Be the first to know and let us send you an email when Aska ABVP posts news and promotions. Your email address will not be used for any other purpose, and you can unsubscribe at any time.

Share