22/08/2026
ଗ୍ରାମ ପଞ୍ଚାୟତ କନିଆରୀ ଏବଂ ପ୍ରସାଶନ ଙ୍କୁ ଆମ ପୂର୍ବମୁଣ୍ଡ ଠାକୁରାଣୀ ରାସ୍ତା ର ଚମତ୍କାର ପରିବର୍ତ୍ତନ ପାଇଁ ଅଶେଷ ଧନ୍ୟବାଦ। ଯେଉଁ ରାସ୍ତା ପୂର୍ବରୁ କାଦୁଅ, ଅସମାନ ଏବଂ ଚାଲିବା ପାଇଁ ଅସୁବିଧାଜନକ ଥିଲା, ତାହା ଆଜି ଏକ ସୁନ୍ଦର, ପାକ୍କା ପେଭର ରାସ୍ତା ରେ ପରିଣତ ହୋଇଛି। ଏହି ଭିତ୍ତିଭୂମିର ଉନ୍ନତି ଯୋଗୁଁ ଗ୍ରାମବାସୀଙ୍କ ଯାତାୟାତ, ସୁରକ୍ଷା ଏବଂ ସ୍ୱଚ୍ଛତାରେ ବହୁତ ସୁଧାର ଆସିଛି। ଆମ ଗ୍ରାମର ବିକାଶ ପାଇଁ ଗ୍ରାମ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଏବଂ କାର୍ଯ୍ୟକର୍ତ୍ତାଙ୍କ ନିଷ୍ଠା ଓ ପରିଶ୍ରମକୁ ଆମେ ଆନ୍ତରିକ ପ୍ରଶଂସା କରୁଛୁ